ଭୁବନେଶ୍ୱର,ଏନ୍ଏନ୍ଏସ୍: ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦରେ ଏବେ ଏବ ନୂଆ ମୋଡ଼ ଆସିଛି । ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତି ଶତପଥୀଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି । ଏହି ସମୟରେ ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହାରାଜ ମଧ୍ୟ ଉପସ୍ଥିତ ରହିଛନ୍ତି ।
ସୂଚନାଯୋଗ୍ୟ, ଅରାଜିତା ପ୍ରଥମେ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ । ସେଠାରୁ ବୋହୂକୁ ସାଥୀରେ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।