ପୁରୀରୁ ଆସୁଥିବା ‘ସାରଳା’ ବସ୍ ଦୁର୍ଘଟଣାଗ୍ରସ୍ତ ରାଜ୍ୟ By Nitidin On Jul 11, 2022 Share ପୁରୀ,ଏନ୍ଏନ୍ଏସ୍: ପୁରୀରୁ ଭୁବନେଶ୍ୱର ଆସୁଥିବା ‘ସାରଳା’ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବର୍ଷା ଯୋଗୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ସାତଶଙ୍ଖଠାରେ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଫଳରେ ବସରେ ଥିବା ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତକଙ୍କୁ ସାତଶଙ୍ଖ ମେଡିକାଲରେ ଭର୍ତ୍ତି କରାଯାଇଛି । Share