ପାରାଦ୍ୱୀପରେ ଫାଟିଲା ତେଲ ପାଇପ ରାଜ୍ୟ By Nitidin On May 26, 2022 Share ପାରାଦ୍ୱୀପ,ଏନ୍ଏନ୍ଏସ୍: ପାରାଦ୍ୱୀପ ଆଇଓସିଏଲ ଟାଉନସିପ ନିକଟରେ ତେଲ ପାଇପ ଫାଟିଯାଇଛି । ପାଇବ ଫାଟିବା ଯୋଗୁ ପ୍ରଚୁର ପରିମାଣରେ ଅଶୋଧିତ ତୈଳ ବହିବାକୁ ଲାଗିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଅରଇଓସିଏଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । Share