ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ଅମ୍ଫାନର ମୁକାବିଲା କରିବା ଲାଗି ରାଜ୍ୟରେ ଜେରଦାର ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ଓଡ୍ରାଫ୍ ଟିମ୍ ସମସ୍ତ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ପରିଚାଳନା ସଚିବ ଅସିତ ତ୍ରିପାଠୀ ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ୍ ଅମ୍ଫାନ କାର୍ଯ୍ୟକଳାପକୁ ସମୀକ୍ଷା କରିଛନ୍ତି।
