ଆସିଲା ୫ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ୫ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ୧୦୪ ରୁ ୧୦୮ ଯାଏଁ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୪ ନୂଆ ଆକ୍ରାନ୍ତଙ୍କ ୬୧ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ । ୧୦୮ନମ୍ବର ଆକ୍ରାନ୍ତ ୭୯ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ ବୋଲି ଜଣାପଡ଼ିଛି । ସମସ୍ତ ୫ଜଣ ଆକ୍ରାନ୍ତ ନେଳିଆବାଗ ଅଞ୍ଚଳର ।