ହୀରାକୁଦରେ ଆଉ ୪ଟି ଗେଟ୍ ଖୋଲିଲା ରାଜ୍ୟ By Nitidin On Aug 16, 2022 Share ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଡ୍ୟାମରେ ଆଉ ୪ଟି ଗେଟ୍ ଖୋଲାଯାଇଛି । ପର୍ଯ୍ୟାୟକ୍ରମେ ଆଜି ୧୪ଟି ଗେଟ୍ ଖୋଲିଛି । ପୂର୍ବରୁ ୨୬ ଓ ଆଜିର ୧୪ଟି ଗେଟ୍ ମିଶାଇ ମୋଟ ୪୦ଟି ଗେଟ ଖୋଲିଥିବା ଜଣାପଡ଼ିଛି । ଏବେ ଡ୍ୟାମକୁ ୬ଲକ୍ଷ ୯୧ ହଜାର ୯୫୦ କ୍ୟୁସେକ ପଶୁଥିବା ବେଳେ ୬ଲକ୍ଷ ୧୦ହଜାର ୦୦୩ ବାହାରୁଛି । Share