ପ୍ରଚଣ୍ଡ ଶଦ୍ଦରେ ୩ ଜିଲ୍ଲା ଥରହର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦରେ ଭଦ୍ରକ, ଯାଜପୁର ଓ ଆନନ୍ଦପୁର ଅଞ୍ଚଳ ଥରହର ହୋଇଛି । ଫଳରେ ଭୟାଭୀତ ହୋଇ ଘର ଭିତରୁ ଲୋକମାନେ ବାହାରକୁ ଚାଲି ଆସିଥିବା ସୂଚନା ମିଳିଛି। କେଉଁ କାରଣରୁ ଏପରି ଶଦ୍ଦ ହେଲା ତାହା ସ୍ପଷ୍ଟ ହୋଇନାହିଁ ।