ହୀରାକୁଦ ଗେଟରେ ଖୋଲିଲା ୨ଟି ଗେଟ୍ ରାଜ୍ୟ By nitidin1 On Sep 13, 2023 Share ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦରେ ୨ଟି ଗେଟ ଖୋଲିଲା । ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ ଗୋଟିଏ ଲେଖାଏଁ ଗେଟ୍ ଖୋଲିଛି । ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । Share