କଟକ,ଏନ୍ଏନ୍ଏସ୍: ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରର ଏହି ବ୍ୟକ୍ତି ଜଣଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ବିଦେଶରୁ ଫେରିଥିବାରୁ ଜିନମ ସିକ୍ୟୁଏନସିଂ ପାଇଁ ନମୁନା ପଠାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ୩ ଦିନ ତଳେ ନାଇଜେରିଆରୁ ଫେରିଥିଲେ। ଏନେଇ କଟକ କୋଭିଡ ନୋଡାଲ ଅଫିସର ସୂଚନା ଦେଇଛନ୍ତି।