ଜାମିଆ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଜାମିଆରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ହେଲେ ଏମାନଙ୍କ ମଧ୍ୟରେ କୌଣସି ଛାତ୍ର ନଥିବା ସୂଚନା ମିଳିଛି। ପ୍ରକାଶ ଥାଉକି ଏହି ଆଇନକୁ ବିରୋଧ କରି ଜାମିଆରେ ଗତ ୧୫ ତାରିଖ ଅପରାହ୍ଣ ବସ ପୋଡାଜଳା ଓ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପରେ ବିକ୍ଷୋଭକାରୀ ଓ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।