ନୀତା ଅମ୍ବାନୀ: ୬୧ ବର୍ଷ ବୟସରେ ବି ଅନ୍ଷ୍ଟପେବଲ୍
୬୧ ବର୍ଷ ବୟସରେ ଉପନୀତ ହୋଇଛନ୍ତି ରିଲାଏନ୍ସ ଫାଉଣ୍ଡେସନ, ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଏବଂ ପ୍ରତିଷ୍ଠାତା ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶିକା ନୀତା ଅମ୍ବାନୀ । ଆଜି ବି ସେ ଚଳଚଞ୍ଚଳ, ଅନ୍ଷ୍ଟପେବଲ୍ । ଦେଶର ଅନ୍ୟତମ ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ଭାବେ ପରିଚିତ ନୀତା ଅମ୍ବାନୀ କାର୍ଯ୍ୟବ୍ୟସ୍ତ ବହୁଳ ଦୈନନ୍ଦିନ ଧାଁଧପଡ ସତ୍ତ୍ୱେ ନିଜକୁ ସୁସ୍ଥ ତଥା ଫିଟ୍ ରଖିବା ଦିଗରେ…
Read More...