କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ। ସଚିବମାନେ ଏକ ହେଲିକ୍ୟାପ୍ଟର ଯୋଗେ ଆସି କେନ୍ଦୁଝର ରାଇସୁଆଁ ସ୍ଥିତ ବିମାନ ଘାଟିରେ ଅବତରଣ କରିବା ପରେ କାର ଯୋଗେ ଟାଉନ ଥାନା ଅନ୍ତର୍ଗତ ରାଙ୍କି ପଯ୍ୟନ୍ତ ଯାଇଥିଲେ । ସେଠାରେ ଅନ୍ୱେଷ ହଷ୍ଟେଲରେ ନିର୍ମିତ ସ୍ୱତନ୍ତ୍ର କୋଭିଡ-୧୯ ଡାକ୍ତରଖାନ ବୁଲି ଦେଖିଥିଲେ ।
