ଭୁବନେଶ୍ୱର, ଏନଏନଏସ୍: ରାଜ୍ୟରେ ଆଜି ୧୫୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୭୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୧୦ ଜଣ ସୁସ୍ଥ ହୋଇଛନ୍ତି।
Another 1543 #COVID19 patients have recovered and are being discharged on 9.8.2020
402 from Ganjam
210 from Khurdha
131 from Cuttack
128 from Koraput
111 from Gajapati
83 from Balasore
58 from Jajpur
49 from Sambalpur
47 from Malkangiri
46 from Kandhamal— H & FW Dept Odisha (@HFWOdisha) August 9, 2020
ସେହିପରି କଟକ ଜିଲ୍ଲାରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ୱରରୁ ୮୩, ଯାଜପୁରରୁ ୫୮, ସମ୍ବଲପୁରରୁ ୪୯, ମାଲକାନଗିରିରୁ ୪୭ କନ୍ଧମାଳରୁ ୪୬, ରାୟଗଡାରୁ ୩୫, ନୟାଗଡରୁ ୩୩, ଭଦ୍ରକରୁ ୩୧, ଗଜତସିଂହପୁରରୁ ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁର ଓ ମୟୁରଭଞ୍ଜରୁ ୧୫ଜଣ ଲେଖାଏଁ, ପୁରୀରୁ ୧୪, ବଲାଙ୍ଗିର ଓ କେନ୍ଦ୍ରାପଡାରୁ ୧୦ଜଣ ଲେଖାଏଁ, ସୋନପୁରରୁ ୭, ଝାରସୁଗୁଡାରୁ ୫, ସୁନ୍ଦଗଡରୁ ୪, ବରଗଡରୁ ୨ ଏବଂ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
35 from Rayagada
33 from Nayagarh
31 from Bhadrak
27 from Jagatsinghpur
25 from Kalahandi
23 from Keonjhar
21 from Dhenkanal
15 from Nabarangpur
15 from Mayurbhanj
14 from Puri
10 from Bolangir
10 from Kendrapara
7 from Sonepur
5 from Jharsuguda
4 from Sundergarh— H & FW Dept Odisha (@HFWOdisha) August 9, 2020
2 from Baragarh
1 from AngulThe total recovered cases of Odisha now stand at 31784
— H & FW Dept Odisha (@HFWOdisha) August 9, 2020