ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଜାଡ଼ରେ ଥରୁଛି ସାରା ଦାରିଙ୍ଗବାଡ଼ି ଦାରିଙ୍ଗବାଡ଼ି ଅଞ୍ଚଳରେ ବୁଧବାର ଠାରୁ ପ୍ରବଳ ଶୀତ ଲାଗି ରହିଛି। ଆସନ୍ତା କାଲି ଏଠାରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ଥିବାବେଳେ ଏହା ଆଜି ପୁଣି ୦.୫ ହ୍ରାସ ପାଇଛି। ତେବେ ବର୍ତ୍ତମାନା ଦାରିଙ୍ଗବାଡ଼ିରେ ତାପମାତ୍ରା ୬.୫ ଡିଗ୍ରୀ ରହିଥିବା ବେଳେ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
