ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବନ ବିଭାଗରେ ସଙ୍ଗମିତ୍ରା ଭୋଇ ନୂତନ ରେଞ୍ଜର ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ରାୟଗଡ଼ାର ଗୁଡ଼ାରି ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀମତି ଭୋଇ ରେଞ୍ଜର ଭାବେ ଯୋଗଦେବା ପୂର୍ବରୁ ରାଜକିଶୋର ହରପାଲ ଦାୟିତ୍ୱ ନିର୍ବାହ କରୁଥିଲେ।